ଭରା ପାଣିରେ ବାଜି ଲାଗୁଛି ଜୀବନ

ବଇଁଚୁଆ‌ କାଜ ପୋଲ ନିର୍ମାଣ ନେଇ ଅନିଶ୍ଚିତତା, କାର୍ଯ୍ୟକାରୀ ହେଉନି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ କାଜ ନିକଟରେ ପ୍ରସ୍ତାବିତ ସେତୁ ନିର୍ମାଣ ଯୋଜନା ସରକାରୀ ଫାଇଲ ତଳେ ଚାପି ହୋଇରହିଛି। ସମୟ ଅନ୍ତରାଳରେ ବଇଁଚୁଆ ଓ ଭିଙ୍ଗାରପୁର ପଞ୍ଚାୟତବାସୀଙ୍କ ତରଫରୁ ବାରମ୍ବାର ଦାବି, ଅଭିଯୋଗ ତଥା ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲେ ହେଁ ଏ ସଂପର୍କିତ ଫାଇଲ ଆଗେଇ ପାରୁନାହିଁ। ଫଳରେ ଭରା ପାଣିରେ … Continue reading ଭରା ପାଣିରେ ବାଜି ଲାଗୁଛି ଜୀବନ